"ଅ" ଶବ୍ଦ ର ଅର୍ଥ
The meaning of "A", the 1st letter of Odia alphabet
ଏହା ଅଭାବ, ଅନ୍ୟତ୍ଵ, ବିରୋଧ,ନାସ୍ତି ଓ ଅତ୍ୟଧିକତା ଇତ୍ୟାଦି ଭାବକୁ ବୁଝାଏ।
This indicates a sense of deficiency, opposition, excessiveness words.
This indicates a sense of deficiency, opposition, excessiveness words.
ଭାବ | ଶବ୍ଦ |
---|---|
ଅଭାବ
|
ଅଜ୍ଞାନ,ଅସୁଖ
|
ଅନ୍ୟତ୍ଵ
|
ଅଘଟ,ଅଚର
|
ଅଳ୍ପତା
|
ଅପ୍ରଶସ୍ତ,ଅଗଭୀର
|
ବିରୋଧ
|
ଅସୁର
|
ଅତ୍ୟଧିକତା
|
ଅପର୍ୟ୍ୟାପ୍ତ
|
Click the video for pronunciation.
ଉଚ୍ଚାରଣ ପାଇଁ ତଳେ ଥିବା video ଦେଖନ୍ତୁ।
0 Comments