"ଅଂଶୁକ" ଶବ୍ଦର ଅର୍ଥ ("Anshuka" word meaning and pronunciation in Odia): ବିଶେଷ୍ୟ(Noun)
ଅର୍ଥ:-୧. ସୂକ୍ଷ୍ମ ବସ୍ତ୍ର
୨.ଦୀପ୍ତିମାନ
୩.ତେଜପତ୍ର
Meaning:- 1.thin cloth
2.an person having spark like a sunray
3.bay leaf
Click the video for pronunciation.
ଉଚ୍ଚାରଣ ପାଇଁ ତଳେ ଥିବା video ଦେଖନ୍ତୁ।
0 Comments