Jai Jagannath
ମୁଁ ବିଶ୍ଵରେଖା ,ଏହି Blog ଦ୍ଵାରା ସମସ୍ତ ଓଡିଆ ଶବ୍ଦ ମାନଙ୍କର ଅର୍ଥ ସହ ବନାନ କରି କହୁଛି,ଏ ଗୋଟେ ଛୋଟ ପ୍ରୟାସ।ଯଦି ଆପଣଙ୍କ ପାଖେ ଓଡିଆ ଅଭିଧାନ ନାହିଁ ତାହାଲେ ଆପଣ youtubeରେ Odia Dictionary ବା ସେହି ଶବ୍ଦ କିମ୍ବା ଏହି Blog ରେ ସେହି ଶବ୍ଦ କୁ ଖୋଜି(search) କରି ସେ ଶବ୍ଦର ଅର୍ଥ ସଙ୍ଗେ ସଙ୍ଗେ ପାଇ ପାରିବେ।
ମୁଁ ବି ଏମିତି ଅସୁବିଧାର ସମ୍ମୁଖୀନ ହୋଇଥିଲି,ମୋ ପାଖରେ ଓଡିଆ ଅଭିଧାନ କିଣିବା ସମ୍ଭବ ହେଇନଥିଲା,ଯେବେ ମୁଁ ଅଭିଧାନ ପାଇଲି ସେବେ ଭାବିଲି ଆଜିର ଡିଜିଟାଲ ଦୁନିଆରେ ଏମିତି ଗୋଟେ ଛୋଟ ପ୍ରୟାସ କରି ଦେଖିବି। ଯଦି ଆପଣଙ୍କୁ ମୋ ଦ୍ଵାରା ନେଇଥିବା ପଦକ୍ଷେପ ପସନ୍ଦ ଆସୁଛି ତାହାଲେ ଦୟାକରି ମତେ YouTube comment / blog comments/mail ମାଧ୍ୟମରେ ଏଥି ସହ ଏହି ବ୍ଲଗ ରେ ଓଡିଶାର ପ୍ରାୟ ସମସ୍ତ ତଥ୍ୟ ମୁଁ ଯୋଗେଇ ଦେବାକୁ ଅଦମ୍ୟ ଚେଷ୍ଟା କରୁଛି।ଗପ,କବିତା,ପର୍ଯ୍ୟଟନ ସ୍ଥାନ, ପ୍ରସିଦ୍ଧ ବ୍ୟକ୍ତି ,କଳା ସଂସ୍କୃତି ଇତ୍ୟାଦି ଆପଣ ମାନଙ୍କ ପାଖରେ ପହଞ୍ଚେଇବା ମୋର ଉଦ୍ଦେଶ୍ୟ।
ଆପଣଙ୍କ ସହଯୋଗ ଏକାନ୍ତ କାମ୍ୟ।
ଆପଣଙ୍କ ଜୀବନ ସୁଖମୟ ହେଉ।
ଧନ୍ୟବାଦ
ବିଶ୍ଵରେଖା(Biswarekha)
(ଓଡିଆ ଅଭିଧାନ ମୁଖ୍ୟ)Odia Dictionary Admin