ଅଂଶ ( "Ansha" word meaning and pronunciation in Odia ):ବିଶେଷ୍ୟ(Noun)
ପ୍ରୟୋଗ:- ଦେବଙ୍କ ଅଂଶେ ଅବତରି
କୃଷ୍ଣର ସଙ୍ଗ ଅନୁସରି।-ଭଗବତ (ଦଶମ ସ୍କନ୍ଧ)
Click the video for pronunciation.
ଉଚ୍ଚାରଣ ପାଇଁ ତଳେ ଥିବା video ଦେଖନ୍ତୁ।
0 Comments